Below header

ବାଲେଶ୍ବର: ମାଛ ବ୍ୟବସାୟୀଙ୍କୁ ମାରିଲା କିଏ? ରାସ୍ତା କଡ଼ରେ ପଡିଛି ରକ୍ତାତ ମୃତଦେହ

ବାଲେଶ୍ବର(କେନ୍ୟୁଜ୍): ମାଛ ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା। ବାଲେଶ୍ୱର ଗଳା ପୋଲ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଗଳା ପୋଲ ଅଞ୍ଚଳର ରବି ସିଂ। ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ହତ୍ୟା କରାଯାଇଛି।ହତ୍ୟାକୁ  ନେଇ ଘଟଣା ସ୍ଥଳରେ ମୃଦୁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ସହଦେବ ଖୁଣ୍ଟା ପୋଲିସ ପହଞ୍ଚି ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.