ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ

ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ । ବଲାଙ୍ଗୀର ସହର ଟାଉନ ଥାନା ରେଡ଼ିଓ ଷ୍ଟେସନ ସମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ମୁଖ୍ୟ ରାସ୍ତାରେ ଯୁବକଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ । ବଲାଙ୍ଗୀର ସହର ଟାଉନ ଥାନା ରେଡ଼ିଓ ଷ୍ଟେସନ ସମ୍ନାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡାଧରି ମୁହଁରେ ମାସ୍କ ପିନ୍ଧା ଯୁବକମାନେ ହାଣିଥିବା ବେଳେ ରାଜା ଭାଟି ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି ।

ଗୁରୁତ୍ତର ରାଜାଙ୍କୁ ଚିକିତ୍ସା ପାଇଁ ଵଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି । ତେବେ ଗଣ୍ଡଗୋଲର କାରଣ ଜଣା ପଡ଼ିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.