EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ, ଟାଟା ଜବ୍‌ ସ୍କାମ୍‌ ନେଇ ପଚରାଉଚରା

ଭୁବନେଶ୍ୱର(କେନ୍ୟୁଜ୍): EDରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ । ଟାଟା ଜବ୍‌ ସ୍କାମ୍‌ ନେଇ ପଚରା ଉଚରା । ମନି ଲଣ୍ଡରିଂ ନେଇ ପଚରା ଉଚରା କରାଯାଉଥିବା ସୂଚନା । ଟାଟା କମ୍ପାନୀରେ ନିଯୁକ୍ତି ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା ।

ନକଲି ଟାଟା କମ୍ପାନୀ କରି ଲୋକଙ୍କୁ ନିଯୁକ୍ତି ନାଁରେ ଅର୍ଥ ହେରଫେର ମାମଲାରେ ପୂର୍ବରୁ ପଚରା ଉଚରା କରିଥିଲା ଇଡି । ଏହି ମାମଲାରେ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅନେକ ଥର ପଚରା ଉଚରା କରିସାରିଛି ଇଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.