ଏବର୍ଷ ଦର୍ଶକମାନେ ରିକ୍ସାରେ ବୁଲି ବାଲିଯାତ୍ରାର ମଜା ଉଠାଇବେ, ଆରମ୍ଭ ହୋଇଛି ମୋ ରିକ୍ସା ମାନିଆ

କଟକ(କେନ୍ୟୁଜ୍):  ମୋ ବସ ଓ ମୋ ସାଇକେଲ ପରେ ଏବେ କଟକ ବାଲିଯାତ୍ରାରେ ମୋ ରିକ୍ସା ମାନିଆ । ଉଦ୍ଦେଶ୍ୟ ପ୍ରଦୂଷଣ କମ ସହ ରିକ୍ସା ଚାଳକଙ୍କ ରୋଜଗାର ପ୍ରୋତ୍ସାହନ କରିବା । ଆଜି ୪ ଶହରୁ ଅଧିକ ରିକ୍ସା ଚାଳକଙ୍କୁ ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏଥିସହ ବ୍ଲଡ ଗ୍ରୁପ ଓ ଟି-ସାର୍ଟ ଯୋଗାଇ ଦିଆଯାଇଛି । ବାଲିଯାତ୍ରାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ମୋ ରିକ୍ସା ମାନିଆ ଓ ଦଲେର ମେହେନ୍ଦି ଓ କେକେଙ୍କ ଭଳି ବଲିଉଡ ସିଙ୍ଗର ଯୋଗ ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.