Below header

ଜଳୁଛି ଉପକୂଳରୁ ଉପାନ୍ତ: ରାଜ୍ୟରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ

ଲଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ଯର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି। ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିଛି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରୁ ସଂପୂର୍ଣ୍ଣ ବିଦାୟ ନେଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସଂପୂର୍ଣ୍ଣ ଭାବେ ଓଡ଼ିଶାରୁ ଅପସରି ଯାଇଛି । ଏଥର ମୌସୁମୀ ଋତୁରେ ରାଜ୍ୟରେ ସ୍ବାଭାବିକ ବୃଷ୍ଟିପାତ ହୋଇଛି । ଏପଟେ ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଜଳୁଛି ଉପକୂଳରୁ ଉପାନ୍ତ। ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ରାଜ୍ଯର ଅଧିକାଂଶ ସ୍ଥାନରେ ଆକାଶ ମେଘମୁକ୍ତ ରହିଛି। ଆକାଶ ନିର୍ମଳ ଥିବାରୁ ବହୁ ସ୍ଥାନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.