ଆର୍ଥିକ ଅନଟନରେ ଥିବା ପଦ୍ମଶ୍ରୀଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର (କେନ୍ୟୁଜ୍) : ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟାତା ଘୋଷଣା କଲେ ରାଜ୍ୟ ସରକାର। ଆର୍ଥିକ ଅନଟନ ଭିତରେ ଥିବା ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ ବ୍ୟକ୍ତି ମାନଙ୍କୁ ଦିଆଯିବ ମାସିକ ୧୦ ହଜାର ଟଙ୍କା ସହାୟତା ରାଶି। ଚଳିତ ବର୍ଷ ପଦ୍ମଶ୍ରୀ ପାଇଥିବା ଦୈତାରି ନାୟକ, କମଳା ପୂଜାରୀ ଆଦି ବ୍ୟକ୍ତି ମାନଙ୍କ ଆର୍ଥିକ ଅବସ୍ଥାକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ଏହାପରେ ରାଜ୍ୟ ସରକାର ଆର୍ଥିକ ସହାୟାତାକୁ ନେଇ ଘୋଷଣା କରିଛନ୍ତି ସଂସ୍କ୍ରୁତି ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.