Browsing Tag

padmashree award

ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ ଅନ୍ତର୍ଯ୍ୟାମୀ ମିଶ୍ର, ଶୁଭେଚ୍ଛା ଜଣାଇଲେ…

କେନ୍ୟୁଜ୍(ବ୍ୟୁରୋ): ପଦ୍ମଶ୍ରୀ ସମ୍ମାନ ଗ୍ରହଣ କଲେ ଲୋକପ୍ରିୟ କଣ୍ଠଶିଳ୍ପୀ କ୍ରିଷ୍ଣା ପଟେଲ । କଳା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଠାରୁ କ୍ରିଷ୍ଣା ପଟେଲ ଏହି ସମ୍ମାନ ଗ୍ରହଣ କରିଛନ୍ତି । ସେହିପରି ପଦ୍ମଶ୍ରୀ ସମ୍ମାନ…

ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ପୂର୍ଣ୍ଣମାସୀ ଜାନିଙ୍କୁ ଭେଟିଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍): ଦିନିକିଆ କନ୍ଧମାଳ ଗସ୍ତରେ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ପୂର୍ଣ୍ଣମାସୀ ଜାନିଙ୍କୁ ତାଙ୍କ ଘରେ ପହଞ୍ଚି ଶୁଭେଚ୍ଛା ଜଣାଇଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ପଦ୍ମଶ୍ରୀ ଘୋଷଣା ପରେ ଆଜି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଚାରିପଡ଼ା ଗାଁର ପୂର୍ଣ୍ଣମାସୀ…

ଦୁଇ ଓଡ଼ିଆଙ୍କୁ ମିଳିପାରେ ପଦ୍ମଶ୍ରୀ  ପୁରସ୍କାର, ସଂସ୍କୃତି ଗବେଷକ ଡକ୍ଟର ରଜତ କର ଓ ସମାଜସେବୀ ଶାନ୍ତି ଦେବୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ):  ପୁଣି ଆଉ ଦୁଇ ଓଡ଼ିଆଙ୍କୁ ମିଳିପାରେ ପଦ୍ମଶ୍ରୀ  ପୁରସ୍କାର  । ବିଶିଷ୍ଟ ସଂସ୍କୃତି ଗବେଷକ ଡକ୍ଟର ରଜତ କରଙ୍କୁ ମିଳିପାରେ ପଦ୍ମଶ୍ରୀ । ସେହିପରି ରାୟଗଡ଼ାର ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ମିଳିବା ନେଇ ସୂଚନା ମିଳିଛି । ଏନେଇ ବିଧିବଦ୍ଧ ଘୋଷଣାକୁ…

ନୟାଗଡରୁ ଦୁଇ ରତ୍ନକୁ ପାଇଲା ଭାରତ, ବାପା ଓ ଝିଅ ପାଇବେ ପଦ୍ମଶ୍ରୀ ପୁରସ୍କାର

ନୟାଗଡ(କେନ୍ୟୁଜ୍):  ନୟାଗଡ ଜିଲ୍ଲାରୁ ଉଭୟ ବାପା ଓ ଝିଅଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ପ୍ରଫେସର ରାଧା ମୋହନ ପଣ୍ଡା ଜୈବିକ କୃଷି କ୍ଷେତ୍ରରେ ଗବେଷଣା ପାଇଁ ପାଇବେ ପଦ୍ମଶ୍ରୀ ସମ୍ମାନ । ଏହାସହ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ମିଳିବ ପଦ୍ମଶ୍ରୀ । ଏହି ଖବର ପ୍ରସାରିିତ ହେବା ପରେ…

ଆର୍ଥିକ ଅନଟନରେ ଥିବା ପଦ୍ମଶ୍ରୀଙ୍କୁ ମିଳିବ ମାସିକ ୧୦ ହଜାର ଟଙ୍କା, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର (କେନ୍ୟୁଜ୍) : ପଦ୍ମଶ୍ରୀଙ୍କୁ ଆର୍ଥିକ ସହାୟାତା ଘୋଷଣା କଲେ ରାଜ୍ୟ ସରକାର। ଆର୍ଥିକ ଅନଟନ ଭିତରେ ଥିବା ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ ବ୍ୟକ୍ତି ମାନଙ୍କୁ ଦିଆଯିବ ମାସିକ ୧୦ ହଜାର ଟଙ୍କା ସହାୟତା ରାଶି। ଚଳିତ ବର୍ଷ ପଦ୍ମଶ୍ରୀ ପାଇଥିବା ଦୈତାରି ନାୟକ, କମଳା ପୂଜାରୀ ଆଦି…

କାଦର ଖାନ ଏବଂ ମନୋଜ ବାଜପେୟୀଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର, ଆହୁରି କଳାକାର ମଧ୍ୟ ଅଛନ୍ତି ସାମିଲ

ମୁମ୍ବାଇ : ବଲିଉଡର ଦୁଇ ବିଶିଷ୍ଟ କଳାକାର ମନୋଜ ପାଜପେୟୀ ଏବଂ କାଦର ଖାନଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଦୁଇ ଅଭିନେତା ନିଜର ଭିନ୍ନ ଏବଂ ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ ଜଣାଶୁଣା। ଲେଖକ ତଥା ଅଭିନେତା କାଦର ଖାନଙ୍କ ଦେହାନ୍ତକୁ…