Below header

କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ଓ ଚୋଲା ଏମଏସ ଜେନେରାଲ ଇନସୁରାନ୍ସ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ବର (କେନ୍ୟୁଜ୍) : କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ ସହିତ ଚୋଲା ଏମଏସ ଜେନେରାଲ ଇନସୁରାନ୍ସ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ । ଏହି ଏମଓୟୁର ଲକ୍ଷ୍ୟ ପିଲାଙ୍କୁ ରୋଜଗାର ଯୋଗାଇ ଦେବା ଓ ବେକାରୀ ସମସ୍ୟା ଦୂର କରିବା । ଏହାଛଡା ଇନସୁରାନ୍ସ ସେକ୍ଟରରେ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବା । ଏମୟୁ ସ୍ୱାକ୍ଷର ବେଳେ କିଟ୍ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ସସ୍ମିତା ସାମନ୍ତ, କିଟ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ଅଧିକାରୀ, ଚୋଲା ଏମଏସ ଜେନେରାଲ ଇନସୁରାନ୍ସର ଭାଇସ ପ୍ରେସିଡେଣ୍ଟ ଆଣ୍ଡ ପ୍ରିନସିପାଲ ବିଶ୍ୱଜିତ୍ ପାଢୀ ଏବଂ ଚୋଲା ଏମଏସ ଜେନେରାଲ ଇନସ୍ୟୁରାନ୍ସର ଭାଇସ ପ୍ରେସିଡେଣ୍ଟ ଆଣ୍ଡ ଏଚଆର ହେଡ ସାଇଲେନ୍ ମୋତିଲାଲ ମରଚାଣ୍ଟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.