ସୁସ୍ଥ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ, ଏମ୍ସକୁ ହେଲେ ସ୍ଥାନାନ୍ତର

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର ହେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏବେ ବାଲେଶ୍ୱର ଫକୀର ମୋହମ ମେଡିକାଲର ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ଛାତିରେ ସଂକ୍ରମଣ ଯୋଗଁ ଗତକାଲି ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସଂଧ୍ୟାରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ ପ୍ରତାପ ଷଡ଼ଙ୍ଗୀ । ଗତ ୨୮ତାରିଖରେ ଅସୁସ୍ଥତା ଅନୁଭବ କରିଥିଲେ ପ୍ରତାପ ଷଡଙ୍ଗୀ । ପରେ ଡାକ୍ତରଖାନା ଆସି ଡାକ୍ତରଙ୍କ ପରାମର୍ଶ ସହ ଛାତି ଓ ଗଳାରେ ସଂକ୍ରମଣର ଚିକିତ୍ସା ହୋଇ ଘରକୁ ଫେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.