ରାଜଧାନୀକୁ ପୁଣି ଫେରିଲା କଟକଣା, ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

 ଭୁବନେଶ୍ବର(କେନ୍ୟୁଜ୍): ରାଜଧନୀକୁ  ପୁଣି ଫେରିଲା ମାସ୍କ କଟକଣା । ଏଣିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ବିଏମସି କମିଶନର। ଏନେଇ  ବିଏମସି କମିଶନର କହିଛନ୍ତି  ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଥିବାରୁ  ଏବେ ଲୋକଙ୍କୁ ସାଚେନତ ହେବାର ଆବଶ୍ୟକତା ଅଛି। ତେଣୁ କରୋନା ସଂକ୍ରମଣରେ ବ୍ରେକ ଲଗାଇବାକୁ ହେଲେ ଏକମାତ୍ର ଉପୟା ହେଉଛି ମାସ୍କ ପିନ୍ଧିବା। ତେଣୁ ରାଜଧାନୀବାସୀଙ୍କୁ କଟକଣା ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.