ଜମି ବିବାଦ : ପୂର୍ବ ଶତ୍ରୁତାକୁ ନେଇ କାଠ ଫାଳିଆରେ ପିଟି ପିଟି ହତ୍ୟା

ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ ଲାଗିରହିଥିବା ବିବାଦ ।

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ର ଫୁଲଝରପଂଚାୟତ ର ହାତୀସଲ ଗ୍ରାମରେ ଜମି ଜମା କୁ ନେଇ ଘଟିଛି ହତ୍ୟାକାଣ୍ଡ । ଏକ କାଠ ଫାଳିଆ ରେ ପିଟି କରଯାଇଛି ହତ୍ୟା । ଅଭିଯୁକ୍ତ ଲକ୍ ନାୟକ ଥାନାରେ ଅଟକ । ପୂର୍ବରୁ ଜମି କୁ ନେଇ ଲକ ନାୟକ ଏବଂ ଚଇତୁ ନାୟକ ପରିବାର ମଧ୍ୟରେ ଲାଗିରହିଥିବା ବିବାଦ ।

ଗତକାଲି ରାତିରେ ଏହି ବିବାଦ କୁ ନେଇ ଦୁହିଁ ମଧ୍ୟରେ ହୋଇଥିଲା ପାଟି ତୁଣ୍ଡ । ଉଗ୍ର ହୋଇ ଲକ୍ ନାୟକ କାଠ ଫ।ଳିଆରେ ଚଇତୁ ନାୟକ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଚଇତୁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ମହୁଲ ପଦା ପୋଲିସ ସହ ବଣେଇ SDPO ପହଂଚି ଅଭିଯୁକ୍ତ କୁ କାବୁ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.