ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ଦୁଇଟି ହତ୍ଯାକାଣ୍ଡ

ବାଲେଶ୍ୱର(କେନ୍ଯୁଜ୍) : ସାନ ଭାଇର ମାଡରେ ବଡ଼ଭାଇର ମୃତ୍ୟୁ । ବାଲେଶ୍ୱର ଭୋଗରାଇ ଥାନା ଅନ୍ତର୍ଗତ ବିଚିତ୍ରପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଶମ୍ଭୁ ଦଳାଇ । ପୋଲିସ ଘଟଣାର ତଦନ୍ତ କରୁଛି । ଜମିବାଡି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା

murderssସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ । ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପାଟଣା ସାହିରେ । ମୃତ ମହିଳା ହେଉଛନ୍ତି ସେବତୀ ନାୟକ । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.