Below header

ଗଞ୍ଜାମ ସୋରିସବିଲ୍ଲୀ ଗାଁରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ସୋରଡା : ଗଞ୍ଜାମ ସୋରଡା ଥାନା ସୋରିସବିଲ୍ଲୀ ଗାଁରେ ମହିଳାଙ୍କୁ ତଣ୍ଟି ଚିପି ହତ୍ୟା ଅଭିଯୋଗ । ମୃତକ ବଡଗଡ ଗାଁର ହିନ ସ୍ୱାଇଁଙ୍କ ଝିଅ ରୀଙ୍କି ସ୍ୱାଇଁ । ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଘଟଣାରେ ରୀଙ୍କିଙ୍କ ସ୍ୱାମୀକୁ ଅଟକ ରଖି ସୋରଡା ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.