OMC ଖଣିରେ ଲୋଡ଼ିଙ୍ଗ ପାଇଁ ଟୋକନ ବଣ୍ଟାକୁ ନେଇ ଅଶାନ୍ତି

ବାଂଶପାଳ: କେନ୍ଦୁଝର ଜିଲ୍ଲା ସୁଆକାଟି ନିକଟ ତେନ୍ତୁଳି ଠାରେ ଥିବା ଟ୍ରକ ପାର୍କିଙ୍ଗ ୟାର୍ଡରେ ଉତ୍ୟକ୍ତ ମାଲିକ ମାନେ ଟାୟାର ଜାଳି ଅବରୋଧ କରିଛନ୍ତି। ପାର୍କିଙ୍ଗ ୟାର୍ଡ ଫଳରେ ଲୋଡ଼ିଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।

protestମିଳିଥିବା ଖବର ମୁତାବକ, ଟ୍ରକ ମାନଙ୍କୁ ଲୋଡ଼ିଙ୍ଗ ପାଇଁ ୭ଦିନ ଅପେକ୍ଷା କରିବାକୁ ପଡେ ଟୋକନ ପାଇଁ । ହେଲେ ମିଳୁଥିବା ଟୋକନ ହେରଫେର କରି ମୁନାଫା କମାଉଛନ୍ତି ବାଣ୍ଟୁଥିବା ଲୋକେ । ଏହାକୁ ବିରୋଧ କରି ଟାୟାର ଜାଳି ପାର୍କିଙ୍ଗ ଅବରୋଧ କରିଛନ୍ତି ଟ୍ରକ ମାଲିକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.