ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଣୀ ସାହୁ ନିଲମ୍ବିତ,ଯଦୁପୁର ନାବାଳିକା ହତ୍ୟା ମାମଲାରେ ଥିଲେ ବିବାଦରେ

କେନ୍ୟୁଜ୍(ବ୍ୟୁରୋ): ନୟାଗଡ଼ ସଦର ଥାନା ଆଇଆଇସି ରୀତାରାଣୀ ସାହୁ ନିଲମ୍ବିତ। ନୟାଗଡ଼ ଏସଡିପିଓ ନିରଞ୍ଜନ ସାହୁଙ୍କୁ ବଦଳି କରାଯାଇଛି। ଯଦୁପୁର ନାବାଳିକା ହତ୍ୟା ମାମଲାରେ ବିବାଦରେ ଥିଲେ ଆଇଆଇସି। ଆଇଆଇସିଙ୍କୁ ସସପେଣ୍ଡ ଓ ଏସଡିପିଓଙ୍କୁ ବଦଳି କରାଯାଇଥିବା ପୋଲିସ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.