ଅନୁଭବ-ବର୍ଷା ପାରିବାରିକ ମାମଲା, ବନ୍ଧୁତାପୂର୍ଣ୍ଣ ଭାବେ ଅଲଗା ହୋଇଯିବା ବୋଲି ଟ୍ଵିଟ୍‌ କରି ବର୍ଷାଙ୍କୁ ନିବେଦନ କଲେ ଅନୁଭବ

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଟ୍ଵିଟ୍‌ କରି ପୁଣି ବର୍ଷାଙ୍କୁ ନିବେଦନ କଲେ ଅନୁଭବ । ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ‘ବାପା-ମା’ମାନେ ସବୁବେଳେ ପିଲମାନଙ୍କ ଖୁସି ଚାହିଁଥାନ୍ତି । ଆମେ ଦୁହେଁ ଜାଣିଛେ; କିଏ ଠିକ୍‌ ଓ କିଏ ଭୁଲ? ।

 ଭୁବନେଶ୍ୱର(କେନ୍ୟୁଜ) : ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଟ୍ଵିଟ୍‌ କରି ପୁଣି ବର୍ଷାଙ୍କୁ ନିବେଦନ କଲେ ଅନୁଭବ । ବର୍ଷାଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ‘ବାପା-ମା’ମାନେ ସବୁବେଳେ ପିଲମାନଙ୍କ ଖୁସି ଚାହିଁଥାନ୍ତି । ଆମେ ଦୁହେଁ ଜାଣିଛେ; କିଏ ଠିକ୍‌ ଓ କିଏ ଭୁଲ? ।

ମୋ ବାପା ଅସୁସ୍ଥ ଅଛନ୍ତି, ICUରେ ଚିିକିତ୍ସିତ ହେଉଛନ୍ତି । ହାତ ଯୋଡୁଛି, ସୌହାର୍ଦ୍ୟପୂଣ୍ଣ ଭାବେ ଆସ ଅଲଗା ହୋଇଯିବା ବୋଲି ବର୍ଷାଙ୍କୁ ନିବେଦନ କରିଛନ୍ତି । ବିନା ବିଳମ୍ବରେ ବନ୍ଧୁତାପୂର୍ଣ୍ଣ ଭାବେ ଅଲଗା ହୋଇଯିବା ବୋଲି ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.