ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା, ହାଜର ହେଲେ ଅନୁଭବ କିନ୍ତୁ ଆସିଲେନି ବର୍ଷା
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ହାଜର ହେଲେ ଅନୁଭବ ମହାନ୍ତି । କିନ୍ତୁ ଆସିଲେନି ବର୍ଷା ପ୍ରିୟଦର୍ଶିନୀ । ତେଣୁ ମାମଲାର ଶୁଣାଣିରେ ଆଜି ମଧ୍ୟ କୌଣସି ଅଗ୍ରଗତି ହୋଇ ପାରି ନାହିଁ । ପୂର୍ବତନ ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅନୁଭବଙ୍କ ଦୁଇ…