ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଗିରଫ

ଭୁବନେଶ୍ବର(କେନ୍ୟୁଜ୍‌): ରାଜଧାନୀରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ଖଣ୍ଡଗିରି ଥାନା ସରକାନ୍ତରାରୁ ଆସିଛି ଏଭଳି ଏକ ଅଭିଯୋଗ। ମୃତକ ହେଲେ ପ୍ରଭାବତୀ ନାୟକ। ଘଟଣାରେ ସ୍ୱାମୀ ପ୍ରକାଶ ଖୁଣ୍ଟିଆକୁ ଗିରଫ କଲା ଖଣ୍ଡଗିରି ପୋଲିସ।

murder

ଏପ୍ରିଲ ୨୮ରେ ବାହାଘର ହୋଇଥିଲା। ତେବେ ଯୌତୁକ ପାଇଁ ଝିଅକୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ତାଙ୍କ ମାଆ। ତଣ୍ଟି ଚିପି ମାରିଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.