Below header

ଓଡ଼ିଶାରେ ନିବେଶର ରହିଛି ଅନେକ ସୁଯୋଗ : ନବୀନ ଜିନ୍ଦଲ

ଭବନେଶ୍ବର(କେନ୍ଯୁଜ୍) : ଓଡ଼ିଶାରେ ନିବେଶର ରହିଛି ଅନେକ ସୁଯୋଗ । ନିବେଶମାନଙ୍କୁ  ଆକୃଷ୍ଟ କରିବାକୁ ଓଡ଼ିଶା ସବୁ ଉଦ୍ୟମ କରୁଛି। ଏହାସହ ରାଜ୍ୟରେ ନିବେଶ ପାଇଁ ପରିବେଶ ଅନୁକୂଳ ରହିଛି ବୋଲି କହିଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ। ଦି ଦିନ ତଳେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଇନ୍‌ଭେଷ୍ଟର୍ସ ମିଟ୍‌। ସେଠାରେ ଯୋଗ ଦେଇଥିଲେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.