ଆମିଷ ପ୍ରିୟ ଲୋକଙ୍କ ପାଇଁ ଖୁସି ଖବର, ଏବେ ସଟଡାଉନରେ ବି ଘରେ ବସି ଅନଲାଇନରେ କରିପାରିବେ ଅର୍ଡର

କଟକ (କେନ୍ଯୁଜ୍): ଲକଡାଉନ୍ ଓ ସଟଡାଉନରେ ଆମିଷ ପ୍ରିୟ ଲୋକମାନଙ୍କ ପାଇଁ ଖୁସିଖବର। ଏବେ ଆପଣମାନେ ଘରେ ବସି ମଧ୍ଯ ଅନଲାଇନରେ ଖାସି ମାଂସ, ଚିଙ୍ଗୁଡି, ମାଛ ଏବଂ ଚିକେନ୍ ପାଇପାରିବେ। ଏସବୁ ଆମିଷ ଜିନିଷ ପାଇଁ ଆପଣ ଘରେ ବସି ଗୋଟିଏ ଫୋନ କଲରେ ଅର୍ଡର କରିବା ମାତ୍ରେ ଘରେ ଜିନିଷ ପହଞ୍ଚିଯିବ। ସୂଚନା ମୁତାବକ ଦିର ପ୍ରନ୍ସ ୯୮୬୧୪୪୩୬୩୬ ଏହି ନମ୍ବରରେ ଯୋଗାଯୋଗ କଲେ ଆପଣ ଘରେ ଥାଇ ଏହି ଜିନିଷ ପାଇପାରିବେ।

chingudiଏହିସବୁ ଆମିଷ ଜିନିଷ ମାର୍କେଟ ରେଟ୍ ଠାରୁ ମଧ୍ଯ ଅଧିକ ନୁହେଁ କିନ୍ତୁ କ୍ବାଲିଟି ବହୁତ ଭଲ। ଇଭେଣ୍ଟ ମ୍ଯାନେଜମେଣ୍ଟ କରୁଥିବା ଆଲୋକ ସାହୁ ନିଜେ ଜଣେ ଫୁଡି କେର୍ଜ ପର୍ସନ। ଆଲୋକ ବର୍ତ୍ତମାନ ଲକଡାଉନ୍ ଏବଂ ସଟଡାଉନ୍ ଜାରି ରହିଥିବାରୁ କିଛି ନୂଆ ଚିନ୍ତା କରି ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି।

ଏନେଇ ରାଜ୍ଯ ସରକାରଙ୍କ କୋଭିଡ୍ ୧୯ର ଗାଇଡ ଲାଇନ୍ ନିଷ୍ପତିକୁ ମାନି ମାସ୍କ, ହାତରେ ଗ୍ଲୋପ୍ସ ଏବଂ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ଯ କରାଯାଉଛି ବୋଲି ଆଲୋକ ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.