ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର(କେନ୍ୟୁଜ୍):  ନଭେମ୍ବର ୧୩ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ୧୩ ତାରିଖରୁ ଡିସେମ୍ବର ୧୯ ଯାଏ ଅଧିବେଶନ ଚାଲିବ । ନଭେମ୍ବର ୧୩ରେ ୨୦୧୯-୨୦୨୦ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଏଥିରେ ୨୦ଟି ସରକାରୀ କାର୍ଯ୍ୟଦିବସ ରହିଛି ।