Below header

ଖୁବ୍‌ଶୀଘ୍ର ବିଜେପି ରାଜ୍ୟ ସଭାପତି ନିର୍ବାଚନ, ଓଡିଶାରେ ସାଂସଦ ତଥା ରାଷ୍ଟ୍ରୀୟ ଉପସଭାପତି ଡ. ବିନୟ ପ୍ରଭାକର ଶହଶ୍ରବୁଦ୍ଧେ

ଭୁବନେଶ୍ବର: ଖୁବ୍‌ଶୀଘ୍ର ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ଓଡିଶାରେ ପହଁଚିଛନ୍ତି ସାଂସଦ ତଥା ରାଷ୍ଟ୍ରୀୟ ଉପସଭାପତି ଡ. ବିନୟ ପ୍ରଭାକର ଶହଶ୍ରବୁଦ୍ଧେ । ସହମତି ଭିତରେ ରାଜ୍ୟ ସଭାପତି ନିର୍ବାଚନ କରାଯିବ । ଶହଶ୍ରବୁଦ୍ଧେ ରାଜ୍ୟ ବିଜେପି ନେତୃମଣ୍ଡଳୀଙ୍କ ସହ ଆଲୋଚନା କରିବେ । କହାକୁ ସଭାପତି କରାଗଲେ ଦଳର ସଂଗଠନ ମଜଭୁତ ହେବ ସେନେଇ ଆଲୋଚନା କରିବେ । ଆଲୋଚନା କରିବା ପରେ ସେ କେନ୍ଦ୍ରକୁ ରିପୋର୍ଟ ଦେବେ । ଏହାପରେ ନିର୍ବାଚନ ତାରିଖ ଘୋଷଣା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.