Below header

ମୂଷାର ଫାଇଟ୍‌ ଦେଖି ଡରିଗଲା କୁକୁର, ଦେଖନ୍ତୁ ଭିଡିଓ

ଟିକଟକରେ ସବୁଦିନ ଅନେକ ଭିଡିଓ ଟ୍ରେଣ୍ଡ କରିଥାଏ। ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ଟିକଟକରେ ପଶୁ ପକ୍ଷୀଙ୍କର ଫନି ଭିଡିଓ ଖୁବ୍‌ ପସନ୍ଦ ଆସୁଛି ଲୋକଙ୍କୁ। ଆଜି ମଧ୍ୟ ଏମିତି ଏକ ଭିଡିଓ ପୂରା ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି। ଏଠି ଯେଉଁ ଭିଡିଓ ଆପଣ ଦେଖିବେ ତାକୁ ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରିବେନାହିଁ।

@phaps😂😂😂😂😂😂😂😂😂😂😂😂😂 The rat went for karate lessons 😂😂♬ original sound – phaps


ଭିଡିଓରେ ଆପଣ ଦେଖିବେ ଯେ ଗୋଟେ କୁକୁର ଏବଂ ବିଲେଇ ଏକ ମୂଷାକୁ ଏକାସାଥିରେ ଆଟାକ କଲେ। କିନ୍ତୁ ଘଟଣାଟି ପୂରା ବଦଳିଗଲା। ମୂଷାର ସାହସ ଆଗରେ ବିଲେଇ ଡରି ପଳେଇଲା ଆଉ କୁକୁର ତାକୁ ଆକ୍ରମଣ କରୁଥିଲେ ବି ମୂଷାର ଫାଇଟିଂ ଆଗରେ ହାର ମାନିଲା। ମୂଷାଏକଦମ ହିରୋ ଷ୍ଟାଇଲରେ ପବନରେ ଡେଇଁ ଡେଇଁ କୁକୁରକୁ ପ୍ରତିରୋଧ କରୁଥିଲା। ସତରେ ମୂଷାର ଏହି ସାହସ ନିଶ୍ଚିତ ଭାବରେ ଲୋକଙ୍କୁ ଆଶ୍ଚଯ୍ୟର୍ କରାଇଥିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.