Below header

ଘୋଷଣା ହେଲା କଳା କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ’ ପୁରସ୍କାର ପାଇଁ ଶିଳ୍ପୀଙ୍କ ନାମ, ଜାଣନ୍ତୁ କିଏ କିଏ ସେହି ବିନ୍ଧାଣୀ

କେନ୍ୟୁଜ୍(ବ୍ୟୁରୋ):  କଳା କ୍ଷେତ୍ରରେ ସର୍ବୋଚ୍ଚ ପୁରସ୍କାର ‘ଧର୍ମପଦ’ ପୁରସ୍କାର ପାଇଁ ଘୋଷଣା  ହେଲା ନାମ। ୨୦୧୬ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ୫ବର୍ଷ ପାଇଁ ଧର୍ମପଦ ପୁରଷ୍କାର ଘୋଷଣା ହୋଇଛି । ଓଡ଼ିଶା ଲଳିତ କଳା ଏକାଡେମୀ ଆନୁକୁଲ୍ୟରେ ଦିଆଯାଉଥିବା ଏହି ସମ୍ମାନ ପାଇବେ ୨୫  ଜଣ କୃତବିଦ୍ୟ ଶିଳ୍ପୀଙ୍କ । ଆଜି ଏନେଇ ସଂସ୍କୃତି ଭବନ ପରିସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।

 

dharmapada award 1

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.