Below header

ଭୁବନେଶ୍ୱର: ପଟିଆ ଶାଖା ନନ୍ଦନକାନନ ରୋଡ ଆରଟିଓ-୨ ନିକଟରେ ଖୋଲିଲା ବ୍ୟାଙ୍କ ଅଫ ମହାରାଷ୍ଟ୍ରର ନୂଆ ଶାଖା, ଉଦଘାଟନ କଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ବ୍ୟାଙ୍କ ଅଫ ମହାରାଷ୍ଟ୍ରର ପଟିଆ ଶାଖା ଭୁବନେଶ୍ୱର ନନ୍ଦନକାନନ ରୋଡ ଆରଟିଓ-୨ ନିକଟ ବଂଶୀ ବିହାରରେ ଉଦଘାଟିତ ହୋଇଛି । ଏହି ଅବସରରେ କିଟ୍‌ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

bank of maharashtra 1

ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଆରବିଆଇର ପୂର୍ବତନ ମହାପ୍ରବନ୍ଧକ ମହେନ୍ଦ୍ର ମିଶ୍ର ଏବଂ ଭୁବନେଶ୍ୱର ଉତ୍ତର ବିଧାୟକ ସୁସାନ୍ତ ରାଉତ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପଟିଆ ଶାଖା ପ୍ରବନ୍ଧକ ଜେ.କେ. ଦାଶ ଏବଂ ପାଟଣାର ଅଞ୍ଚଳ ପ୍ରବନ୍ଧକ ସି.ବି. ସିଂହ ଉପସ୍ଥିତ ଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.