Below header

ଏଣିକି ଆଉ କୌଣସି ବିଭାଗ ପାଇଁ କିଣାଯିବନି ନୂଆଗାଡି, ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ଖର୍ଚ୍ଚକାଟ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଏଣିକି ଆଉ କୌଣସି ବିଭାଗ ପାଇଁ କିଣାଯିବନି ନୂଆଗାଡି । ଆବଶ୍ୟକ ପଡିଲେ ଭଡାରେ ଗାଡି ଅଣାଯିବ । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଗାଡଇଲାଇନ ଜାରି କରାଯାଇଛି । ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଖର୍ଚ୍ଚ କାଟ ପାଇଁ କେନ୍ଦ୍ର ସରକାର ଭଡାରେ ଗାଡି ଆଣୁଛନ୍ତି । ଫଳରେ କମ ଖର୍ଚ୍ଚରେ ଗାଡି ଆଣି ହେଉଛି । ସେହିପରି ରାଜ୍ୟରେ ବି ଏହା ଲାଗୁ ହେବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.