Below header

ଆଶ୍ୱସ୍ତି ଦେଲେ ହାଇକୋର୍ଟ, ସିଭିଲ୍‌ ଓ କ୍ରିମିନାଲ୍‌ ମାମଲାରେ ଜୁନ୍‌ ୧୮ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆଶ୍ୱସ୍ତି ଦେଲେ ହାଇକୋର୍ଟ । ଜୁନ୍‌ ୧୮ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ।  ଅଦାଲତମାନଙ୍କର ମଧ୍ୟବର୍ତ୍ତୀ ନିର୍ଦ୍ଦେଶ ବଳବତ୍ତର ରହିବ।  ଉଭୟ ସିଭିଲ୍‌,କ୍ରିମିନାଲ୍‌ ମାମଲାରେ ଏହାଲାଗୁ ହେବ। ଜୁନ୍‌ ୧୮ ପର୍ଯ୍ୟନ୍ତ ସମସ୍ତ ନିର୍ଦ୍ଦେଶନାମା ରହିବ ବଳବତ୍ତର । ରହିତାଦେଶ,ଜାମିନ,ଅନ୍ୟାନ୍ୟ ନିର୍ଦ୍ଦେଶନାମା ବଳବତ୍ତର । କୌଣସି ପ୍ରକାର ଉଚ୍ଛେଦ ପ୍ରକ୍ରିୟା ହୋଇପାରିବ ନାହିଁ । ପଞ୍ଚାୟତ,ମ୍ୟୁନିସିପାଲଟି ଉଚ୍ଛେଦ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.