ରାଜ୍ୟରେ ଘାତକ ହେଲାଣି ବଜ୍ରପାତ, ଗୋଟିଏ ଦିନରେ ୬ ଜିଲ୍ଲାରେ ୧୦ ମୃତ

ବଜ୍ରପାତ ନେଉଛି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତରେ ୧୦ ମୃତ । ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି ।

(କେନ୍ୟୁଜ): ବଜ୍ରପାତ ନେଉଛି ଜୀବନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଭୟଙ୍କର ବଜ୍ରପାତରେ ୧୦ ମୃତ । ଗତକାଲି ବଜ୍ରପାତରେ ୬ ଜିଲ୍ଲାରେ ୧୦ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ। ବଲାଙ୍ଗିରରେ ୨, ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସେହପିରି ଜଗତସିଂହପୁରରୁ ଜଣେ ଏବଂ ଢେଙ୍କାନାଳରୁ ଜଣଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.