ସବୁ ବିଭାଗର ମିଶ୍ରଣକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ, ବୈଠକ ପରେ ଧାରଣାରେ

ସବୁ ବିଭାଗର ମିଶ୍ରଶକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ । କର୍ମଚାରୀଙ୍କ ପକ୍ଷରୁ ଏନେଇ ସଚିବାଳୟରେ ବୈଠକ ହେବା ପରେ ଏବେ ଧାରଣାରେ ବସିଛନ୍ତି । ପ୍ରଶାସନିକ ବିଭାଗ ଗୁଡ଼ିକ ସହ ନିର୍ଦ୍ଦେଶାଳୟର ମିଶ୍ରଣ ହେବା ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା । ନୂଆ ନିଷ୍ପତ୍ତି ଅନୁସାରେ ଗୋଟିଏ ଛାତ ତଳେ ସବୁ ଅଫିସ ରହିବ । ଏହାକୁ ବିରୋଧ କରି ସଚିବାଳୟ କର୍ମଚାରୀ ସେବା ସଂଘ ପକ୍ଷରୁ ଧାରଣା ଦିଆଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.