Browsing Tag

women protest

ଭଲପାଇ ଠକି ଦେଲେ ଦୁଷ୍ମନ୍ତ, ଦୁଇଦିନ ଧାରଣାରେ ବସିବା ପରେ ମିଳିଲାନି ନ୍ୟାୟ, ଜୋର ଜବରଦସ୍ତ ଧସେଇ ପଶିଲେ ଟିନା

ଭଞ୍ଜନଗର (କେନ୍ୟୁଜ): ଗାଁ ଦାଣ୍ଡରେ ପ୍ରେମିକ ସହ ବାହାଘର ହେବାର ୬ ଦିନପରେ ପୁଣି ଗାଲେରୀ ଗାଁରେ ସ୍ବାମୀ ଘର ଆଗରେ ଧାରଣା ଦେଲେ ଟିନାରାଣୀ । ସ୍ବାମୀ ଦୁଷ୍ମନ୍ତ ତାଙ୍କୁ ଛାଡ଼ିଦେଇ କେଉଁଆଡେ ଚାଲିଯାଇଥିବା ସୂଚନା ମିଳିଛି । ପ୍ରେମରେ ପ୍ରତାରିତ ହୋଇ, ପୂର୍ବରୁ ପ୍ରେମିକର ଘର ଆଗରେ ଧାରଣା…

ପ୍ରକଳ୍ପ ପ୍ରତିଷ୍ଠା ବିରୁଦ୍ଧରେ ମେଳି ହୋଇ ଶଙ୍ଖ ବଜାଇ ପ୍ରତିବାଦ କଲେ ଶହଶହ ମହିଳା

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ଯାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ ରିଫାଇନାରୀ ପ୍ଲାଣ୍ଟ। ପ୍ରକଳ୍ପ ପାଇଁ ଗ୍ରୀନ ସିଗନାଲ…

ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଉଚ୍ଛେଦକୁ ବିରୋଧ, ବାସେଳୀ ଠାକୁରାଣୀ ମନ୍ଦିରରେ ୧୦୦୧ ଦୀପ ଜାଳି ପ୍ରତିବାଦ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଶତାଧିକ ମହିଳାଙ୍କ ଅଭିନବ ପ୍ରତିବାଦ। ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧିରେ ଉଚ୍ଛେଦକୁ ବିରୋଧ କରି ଶତାଧିକ ମହିଳା ମା ବାସେଳୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ୧୦୦୧ ଦୀପ ଜାଳି ପ୍ରତିବାଦ କରିଛନ୍ତି। ମହିଳାମାନେ ମୁହଁରେ କଳାପଟି ବାନ୍ଧି…

ସବୁ ବିଭାଗର ମିଶ୍ରଣକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ, ବୈଠକ ପରେ ଧାରଣାରେ

ସବୁ ବିଭାଗର ମିଶ୍ରଶକୁ ଓଡ଼ିଶା ସଚିବାଳୟ କର୍ମଚାରୀ ସେବା ସଂଘର ବିରୋଧ । କର୍ମଚାରୀଙ୍କ ପକ୍ଷରୁ ଏନେଇ ସଚିବାଳୟରେ ବୈଠକ ହେବା ପରେ ଏବେ ଧାରଣାରେ ବସିଛନ୍ତି । ପ୍ରଶାସନିକ ବିଭାଗ ଗୁଡ଼ିକ ସହ ନିର୍ଦ୍ଦେଶାଳୟର ମିଶ୍ରଣ ହେବା ନେଇ ଗତକାଲି ନିଷ୍ପତ୍ତି ହୋଇଥିଲା । ନୂଆ ନିଷ୍ପତ୍ତି ଅନୁସାରେ…