ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଉଚ୍ଛେଦକୁ ବିରୋଧ, ବାସେଳୀ ଠାକୁରାଣୀ ମନ୍ଦିରରେ ୧୦୦୧ ଦୀପ ଜାଳି ପ୍ରତିବାଦ

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ଶତାଧିକ ମହିଳାଙ୍କ ଅଭିନବ ପ୍ରତିବାଦ। ମେଘନାଦ ପାଚେରୀ ଠାରୁ ୭୫ ମିଟର ପରିଧିରେ ଉଚ୍ଛେଦକୁ ବିରୋଧ କରି ଶତାଧିକ ମହିଳା ମା ବାସେଳୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ୧୦୦୧ ଦୀପ ଜାଳି ପ୍ରତିବାଦ କରିଛନ୍ତି। ମହିଳାମାନେ ମୁହଁରେ କଳାପଟି ବାନ୍ଧି ଉପବାସ ରହି ପ୍ରାର୍ଥନା କରିଛନ୍ତି। ଉଚ୍ଛେଦ ଅଞ୍ଚଳ ମଧ୍ୟରେ ୨୯ରୁ ଅଧିକ ଘର ରହିଛି। ଏମାନଙ୍କ ସହ କୌଣସି ଆଲୋଚନା କରାଯାଇନାହିଁ। ଉଚ୍ଛେଦକୁ ବିରୋଧ କରି ଗତ ୮ତାରିଖରେ ଶତାଧିକ ମହିଳା ଗାଣ୍ଡୁଆଚଉରା ଛକରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.