Below header

ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିସର ଜିରୋ ଟଲରାନ୍ସ: ନଷ୍ଟ ହେଲା ମାଲଖାନାରେ ଗଚ୍ଛିତ ଥିବା ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ ଓ ଭାଙ୍ଗ

କେନ୍ୟୁଜ୍: ନିଶା ବେପାରୀଙ୍କ ବିରୋଧରେ ଓଡିଶା ପୋଲିସର ଜିରୋ ଟଲରାନ୍ସ। ନଷ୍ଟ ହେଲା ମାଲଖାନାରେ ଗଛିତ ଥିବା ବ୍ୟାପକ ପରିମାଣର ନିଶାଦ୍ରବ୍ୟ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୩ ଟନରୁ ଊର୍ଦ୍ଧ୍ବ ଗଞ୍ଜେଇ, ଭାଙ୍ଗ ନଷ୍ଟ କରାଯାଇଛି । ନଷ୍ଟ ବେଳେ ଉପସ୍ଥିତି ଥିଲେ ଓଡିଶା ପୋଲିସ ଓ STF ର ବରିଷ୍ଠ ଅଧିକାରୀମାନେ। ଏନେଇ ଗଞ୍ଜାମ ଜିଲ୍ଲା ପାଟପୁର ଥାନାରେ କେସ ୨୧୩/୨୦୨୧ ନମ୍ବରରେ ମାମଲା ରୁଜୁ ହୋଇଥିଲା। ଖୁବଶୀଘ୍ର ନଷ୍ଟ ହେବ କୁଇଣ୍ଟାଲରୁ ଉର୍ଦ୍ଧ୍ବ ବ୍ରାଉନସୁଗର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.