ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୯୬ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୯୬ ପଜିଟିଭ୍‌ ଚିହ୍ନଟ । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୬୪ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୭୪ ପ୍ରତିଶତ । ୨୪ ଘଣ୍ଟାରେ ୬୬ ହଜାର ୭୭୦ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୮୯ ସଂକ୍ରମିତ ହୋଇଛନ୍ତି ।

କଟକରୁ ୯୨, ବାଲେଶ୍ୱରରୁ ୭୭,ଯାଜପୁରରୁ ୬୮ ଓ ଜଗତସିଂହପୁରରୁ ୫୮ ରହିଛି କରୋନା କେସ୍‌ । ରାଜ୍ୟରେ ୧୩ ହଜାର ତଳକୁ ଖସିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୧୨ ହଜାର ୪୮୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.