ଆଜି ରାଜ୍ୟରେ ୧୧ ହଜାର ୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ
ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୧୧ ହଜାର ୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୪୩୯ ଜଣ କ୍ଵାରେଣ୍ଟୀନରେ ଥିବା ବେଳେ ୫୦୫୯ ଜଣ ଲୋକାଲ କଣ୍ଟକଟରେ ଆସି ଆକ୍ରାନ୍ତ ହୋଇଛନ୍ତି । ଏଯାବତ ରାଜ୍ୟରେ ୧ କୋଟି ୧୧ ଲକ୍ଷ ୧୮ ହଜାର ୯୮୪ ଟି ଟେଷ୍ଟ କରାଯାଇଥିବା ବେଳେ ସେ ମଧ୍ୟରୁ ୬ ଲକ୍ଷ ୫୫ ହଜାର ୮୯୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୫ ଲକ୍ଷ ୪୬ ହଜାର ୬୩୧ ଛୁଇଁଥିବା ବେଳେ ୧ ଲକ୍ଷ ୬ ହଜାର ୮୧୨ଟି ଆକ୍ଟିଭ କେଶ ରହିଛି ।
Covid-19 Report For 19th May
New Positive Cases: 11498
In quarantine: 6439
Local contacts: 5059(Details of local contacts will be shared by concerned Dist Administration)
District Wise Cases:
1. Angul: 867
2. Balasore: 524
3. Bargarh: 395
4. Bhadrak: 134
5. Balangir: 294— I & PR Department, Odisha (@IPR_Odisha) May 20, 2021
21. Malkangiri: 110
22. Mayurbhanj: 538
23. Nawarangpur: 346
24. Nayagarh: 382
25. Nuapada: 152
26. Puri: 424
27. Rayagada: 233
28. Sambalpur: 393
29. Sonepur: 227
30. Sundargarh: 703
31. State Pool: 261— I & PR Department, Odisha (@IPR_Odisha) May 20, 2021
New recoveries: 10036
Cumulative tested: 11118984
Positive: 655899
Recovered: 546631
Active cases: 106812— I & PR Department, Odisha (@IPR_Odisha) May 20, 2021