ଗତ ୨୪ ଘଣ୍ଟାରେ ୪୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ଆକ୍ରାନ୍ତ ମୃତ

ଭୁବନେଶ୍ୱର(କେ ନ୍ୟୁଜ):  ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୫ ଆକ୍ରାନ୍ତ ମୃତ । ୪୬୭ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୬୬ ଜଣ । ୨୪ ଘଣ୍ଟାରେ ୬୦ ହଜାର ୩୬ କୋଭିଡ ଟେଷ୍ଟିଂ ହୋଇଛି । ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୪୭୭ ଜଣ କରୋନା ମୁକ୍ତ ହୋଇ ଫେରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.