ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ, ତିନି ବର୍ଷ ପରେ ବଦଳି ହୋଇଥିଲେ ବି ପାଖ ଜିଲ୍ଲାରେ ନିଯୁକ୍ତ ହୋଇପାରିବେନି

ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ। ତିନି ବର୍ଷ ପରେ ବଦଳି ହୋଇଥିଲେ ବି ପାଖ ଜିଲ୍ଲାରେ ନିଯୁକ୍ତ ହୋଇପାରିବେନି ଅଧିକାରୀ।

ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ। ତିନି ବର୍ଷ ପରେ ବଦଳି ହୋଇଥିଲେ ବି ପାଖ ଜିଲ୍ଲାରେ ନିଯୁକ୍ତ ହୋଇପାରିବେନି ଅଧିକାରୀ। ଏନେଇ ରାଜ୍ୟ ସରକାର ନିର୍ବାଚନ କମିସନଙ୍କୁ ସୁନିଶ୍ଚିତ କରିବେ। ତେବେ ଯେଉଁ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇଟି ସଂସଦୀୟ କ୍ଷେତ୍ର ରହିଛି, ସେଠାକାର ଅଧିକାରୀଙ୍କୁ ଏହି ନିୟମରୁ ବାଦ ଦିଆଯାଇଛି। ସେପଟେ ନିର୍ବାଚନ ତାରିଖ ଘୋଷଣା ସଂପର୍କିତ କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ଦେଇଛନ୍ତି ପରାମର୍ଶ।

You might also like