Siddaramaiah : ଆଗାମୀ ୨୦୨୮ ବିଧାନସଭା ନିର୍ବାଚନ ଲଢିବେନି ସିଦ୍ଧରମୈୟା
ବେଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟାକୁ ନେଇ ବଡ଼ ଖବର । ସିଦ୍ଧରମୈୟା ୨୦୨୮ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ନିର୍ବାଚନ ନ ଲଢିବା ମାନେ ନୁହେଁ କି ସେ ରାଜନୀତିରୁ ଦୂରେଇ ଯିବେ । କିନ୍ତୁ ରାଜନୀତିରେ ସକ୍ରିୟ…