ପୁରୀ ଗୋପରୁ ପେଟ୍ରୋଲ ଉତ୍ତୋଳନ କାର୍ଯ୍ୟ ଆରମ୍ଭ

ପୁରୀ(କେନ୍ୟୁଜ୍‌) :  ପୁରୀ ଜିଲ୍ଲା ଗୋପରୁ ତୈଳ ଓ ପ୍ରାକୃତିକ ଗ୍ୟାସ ମିଳିବା ପରେ ପହଞ୍ଚିଲା ଅତ୍ୟାଧୁନିକ ମେସିନ । ୪ଟି ରାଜ୍ୟର ୧୧ଟି ଅତ୍ୟାଧୁନିକ ମେସିନ ସହ ଖନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚିଛି । ଏହି ଅତ୍ୟାଧୁନିକ ମେସନ୍‌ ଦ୍ୱାରା ପ୍ରାୟ ୯ଶହ ଫୁଟ ତଳୁ ବାହାରିଥିବା ପଙ୍କ, ମାଟି ଓ ବାଲିକୁ ନିଆଯାଇ ରି-ଫାଇନ୍‌ କରାଯିବା ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଅଏଲ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟ ୪ରୁ ୫ ମାସ ଲାଗିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.