ଫୁଲବାଣୀରୁ ଭଞ୍ଜନଗର ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ତେଲ ଟ୍ୟାଙ୍କର 

ଭଞ୍ଜନଗର: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ତେଲ ଟ୍ୟାଙ୍କର । ଫୁଲବାଣୀରୁ ଭଞ୍ଜନଗର ଅଭିମୁଖେ ଫେରୁଥିବା ବେଳେ ଗଣ୍ଡିଶ୍ୱଳା ନିକଟରେ ଦୁର୍ଘଟଣା । ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.