Below header

ଆଜିଠୁ ଓଜେଇଇ କାଉନସେଲିଂ ପ୍ରକ୍ରିୟା ଆରମ୍ଭ, ୪ଟି ପର୍ଯ୍ୟାୟରେ ହେବ ନାମଲେଖା

ଆଜିଠୁ ଓଜେଇଇ କାଉନସେଲିଂ। ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପକ୍ଷରୁ ଆଜିଠୁ କାଉନସେଲିଂ ଆରମ୍ଭ ହେବ। ୧୫ରେ ପଞ୍ଜୀକରଣ ଓ ଚଏସ ଲକିଂ ଶେଷ ତାରିଖ ରହିଛି। ଆସନ୍ତା ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଓଜେଇଇ କାଉନସେଲିଂ। ବି. ଆର୍କ, ବି.ଟେକ୍‌, ବି.ପ୍ଲାନ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ସିଏ ପାଠ୍ୟକ୍ରମ ପାଇଁ ଓଜେଇଇ ପକ୍ଷରୁ ଆଜିଠୁ କାଉନସେଲିଂ ଆରମ୍ଭ ହେବ। ୧୫ରେ ପଞ୍ଜୀକରଣ ଓ ଚଏସ ଲକିଂ ଶେଷ ତାରିଖ ରହିଛି। ଆସନ୍ତା ଜୁଲାଇ ୧୨ତାରିଖ ଯାଏଁ ଚଏସ ଫିଲ କରି ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ । ୧୪ ତାରିଖରେ ଚଏସ ଲକିଂ କରିବେ। ୧୫ ତାରିଖ ସୁଦ୍ଧା ଶେଷ ହେବ ପଞ୍ଜିକରଣ ପ୍ରକ୍ରିୟା। ୧୯ରେ ପ୍ରକାଶ ପାଇବ ପ୍ରଥମ ସିଟ୍‌ ଆଲର୍ଟମେଣ୍ଟ ତାଲିକା। ୧୯ ରୁ ୨୩ ଯାଏଁ ହେବ ଡକ୍ୟୁମେଣ୍ଟ ଭେରିଫିକେଶନ। ରାଜ୍ୟରେ ଥିବା ସରକାରୀ ଓ ଘରୋଇ ଇଞ୍ଜିନିୟରିଂ ସିଟ୍‌ରେ ନାମ ଲେଖାଇବା ପାଇଁ ଓଜେଇଇ କରିଥାଏ କାଉନସେଲିଂ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.