Below header

ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ: ଟପ୍ପର ହେଲେ ସୁଶ୍ରିତା ମିଶ୍ର

ପ୍ରକାଶ ପାଇଲା ୨୦୨୨ ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଫଳ। ସିଭିଲ ଜଜ ପଦବୀରେ ନିଯୁକ୍ତି ପାଇଁ ହୋଇଥିଲା ପରୀକ୍ଷା। ଶ୍ରେଷ୍ଠ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି।। ଦ୍ଵିତୀୟ ସ୍ଥାନରେ ନିଲିଶା ପଟ୍ଟନାୟକ।

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ୨୦୨୨ ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଫଳ। ସିଭିଲ ଜଜ ପଦବୀରେ ନିଯୁକ୍ତି ପାଇଁ ହୋଇଥିଲା ପରୀକ୍ଷା। ଶ୍ରେଷ୍ଠ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ଦ୍ଵିତୀୟ ସ୍ଥାନରେ ନିଲିଶା ପଟ୍ଟନାୟକ। ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର। ମୋଟ ୫୫ ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏହା ଭିତରୁ ୩୯ ଜଣ ବାଳିକା ରହିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି ଯେ, ଏଥିରେ ଝିଅଙ୍କ ରେଜଲ୍ଟ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.