Browsing Tag

ojas result

ପ୍ରକାଶ ପାଇଲା ଓଜେଏସ ରେଜଲ୍ଟ: ଟପ୍ପର ହେଲେ ସୁଶ୍ରିତା ମିଶ୍ର

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ୨୦୨୨ ଓଡିଶା ଜୁଡିସିଆଲ ସର୍ଭିସ ପରୀକ୍ଷା ଫଳ। ସିଭିଲ ଜଜ ପଦବୀରେ ନିଯୁକ୍ତି ପାଇଁ ହୋଇଥିଲା ପରୀକ୍ଷା। ଶ୍ରେଷ୍ଠ ଆଠଟି ସ୍ଥାନରେ କେବଳ ଝିଅ ହିଁ ରହିଥିବା ଦେଖିବାକୁ ମିଳିଛି। ଏଥିରେ ସୁଶ୍ରିତା ମିଶ୍ର ଟପ୍ପର ହୋଇଥିବା ଦେଖିବାକୁ ମିଳିଛି। ଦ୍ଵିତୀୟ…