Below header

ବୃଦ୍ଧଙ୍କୁ ଦଳି ଦେଲା ହାତୀ 

ଗଜରାଜଙ୍କ ଆକ୍ରମଣ ରେ ବୃଦ୍ଧ ମୃତ । ବୃଦ୍ଧଙ୍କୁ ଦଳି ଦେଲା ହାତୀ  ।  ମୃତକ ହେଲେ ବୁଦନ ସୌରା ।

ନବରଙ୍ଗପୁର  :  ଗଜରାଜଙ୍କ ଆକ୍ରମଣ ରେ ବୃଦ୍ଧ ମୃତ । ବୃଦ୍ଧଙ୍କୁ ଦଳି ଦେଲା ହାତୀ  ।  ମୃତକ ହେଲେ ବୁଦନ ସୌରା । ଗାଁ ରେ ପହରା ଦେଉଛନ୍ତି ବନ କର୍ମଚାରୀ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଣ୍ଟାଗାଁ ରେ ।  ହାତୀ ଆତଂକରେ ଆତଙ୍କିତ 10 ଖଣ୍ଡ ଗାଁ ର ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.