ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର

କେନ୍ୟୁଜ ବ୍ୟୁରୋ : କଟକରେ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର । ଆଜି ଅପରାହ୍ଣରେ ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଡିଡିଏ ଫେଜ୍‌-୨ ଥାନାରେ ପହଞ୍ଚିଛନ୍ତି । ତେବେ ସେ ନଦୀ ପାଣିରେ କେମିତି ବୁଡ଼ିଲେ ତାହା ଏବେ ବି ପ୍ରଶ୍ନବାଚୀ । ପାଣିକୁ ଡେଇଁଥିଲେ ନା ପାଦ ଖସି ଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.