Below header

ନୟାଗଡ଼: କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ନୟାଗଡ଼(କେନ୍ୟୁଜ୍): କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗର ଜବତ। ଜଣେ ଗିରଫ। ନୟାଗଡ଼ କଣ୍ଟିଲୋ ନାରାୟଣୀ ପୀଠ ନିକଟରେ ବ୍ରାଉନସୁଗର ଡିଲ ବେଳେ ମାଡ଼ିବଶିଲା STF।

୧କେଜି ୧୯୦ ଗ୍ରାମ ବ୍ରାଉନସୁଗର ସହ ଗୋଟିଏ ମଟର ସାଇକେଲ ଜବତ କରିଛି STF। ଶିବା ଓରଫ ହର ପ୍ରସାଦ ପୃଷ୍ଟି କୁ ଗିରଫ କରିଛି ପୋଲିସ। ଗ୍ରାହକ ବେଶରେ ଚଢ଼ାଉ କରିଥିଲେ STF ଅଧିକାରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.