Below header

ପୁରୀରେ ରଥ କାମ ବେଳେ ଅଘଟଣ, କାଠ ଖସି ଜଣଙ୍କର ଗଲା ଜୀବନ

ପୁରୀ : ରଥ କାମ ବେଳେ ଅଘଟଣ । ପୁରୀରେ ରଥ କାମ ଚାଲୁଥିବା ବେଳେ କାଠ ଖସି ମାନସ ପ୍ରଧାନ ନାମକ ବ୍ୟକ୍ତି ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.