ଭଦ୍ରକ ଛୟାଳିଶ ମଉଜାରେ ଟାଓ୍ଵାରରୁ ପଡି ଜଣେ ମୃତ, ଜଣେ ଗୁରୁତର

ଭଦ୍ରକ: ଟାଓ୍ଵାରରୁ ପଡି ଜଣେ ମୃତ, ଜଣେ ଗୁରୁତର । ମୃତକ ଜଣକ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଛୟାଳିଶ ମଉଜାର ପ୍ରଦୀପ ସେଠୀ । ଢେଙ୍କାନାଳ ମୋଟଙ୍ଗା ଥାନା ନିକଟରେ ରେଲେଓ୍ଵ ଟ୍ରାକ୍‌ ସମ୍ପ୍ରସାରଣ ପାଇଁ ଟାଓ୍ଵାର ଉପରେ କାମ କରୁଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅଧିକ ତଦନ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.