Below header

ବାଙ୍କୀ ଥାନା ଘୋଳପୁର ଗାଁ ଦାଣ୍ଡରେ ଫୁଟିଲା ବୋମା, ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ

ବାଙ୍କୀ: ଗାଁ ଦାଣ୍ଡରେ ଫୁଟିଲା ବୋମା । ଆଠଗଡ଼ ବାଙ୍କୀ ଥାନା ଘୋଳପୁର ଗାଁରେ ବୋମା ମାଡ ହୋଇଛି । ବୋମା ମାଡରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ହେଉଛନ୍ତି ଗାଁର ଗୋବିନ୍ଦ ବେହେରା । ବୋମା ମାଡର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.