Below header

ବଣଭୋଜିରେ କମେଣ୍ଟ ମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଆହତ

ଭଞ୍ଜନଗର(କେନ୍ଯୁଜ୍): ବଣଭୋଜିରେ କମେଣ୍ଟ ମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ଜଣେ ମୃତ, ୩ ଆହତ । ସମସ୍ତଙ୍କୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ରାଇଁମାଳ ଗାଁ ନିକଟସ୍ଥ ଜଙ୍ଗଲର ଘଟଣା ।

ମୃତକ ମଧୁପଲ୍ଲୀ ଗାଁର ବାବୁଲା ପ୍ରଧାନ । ପୋଲିସ ୬ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.