ବରଗଡ଼ ବଲଣ୍ଡା ଗାଁରେ ଅଘଟଣ, ପାଣି ଟାଙ୍କି ଫାଟି ଜଣେ ମୃତ

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ଥାନା ବଲଣ୍ଡା ଗାଁରେ ପାଣି ଟାଙ୍କି ଫାଟି ଜଣେ ମୃତ । ମୃତକ ନରେଶ ବାରିକ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପାଣି ଟାଙ୍କିଟି ଭଲ ଭାବେ କଂକ୍ରିଟ ହୋଇନଥିବା ବେଳେ ଜଳ ଚାପ ଅଧିକ ହେବାରୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.